Home
Class 10
CHEMISTRY
ନିମ୍ନରେ ଦର୍ଶାଯାଇଥିବା ରାସାୟନିକ ପ୍ରତିକ୍ରିୟ...

ନିମ୍ନରେ ଦର୍ଶାଯାଇଥିବା ରାସାୟନିକ ପ୍ରତିକ୍ରିୟା ସମ୍ଭନ୍ଧରେ କେଉଁ ଉକ୍ତିଗୁଡ଼ିକ ଠିକ୍ ନୁହେଁ ? `(2PbO(s) +C(s) rarr2Pb(s) +CO_2)`

A

ଲେଡ୍ (Pb) ବିଜାରିତ ହେଉଛି ।

B

କାର୍ବନ୍‌ ଡାଇଅକ୍ସାଇଡ (CO) ଜାରିତ ହେଉଛି

C

କାର୍ବନ୍ (C) ଜାରିତ ହେଉଛି

D

ଲେଡ଼ ଅସାଇଡ୍ (Pb0) ବିଜାରିତ ହେଉଛି

Text Solution

Verified by Experts

The correct Answer is:
A,B
Promotional Banner