Home
Class 10
CHEMISTRY
ଠିକ୍ ଉତ୍ତରରେ ଟିକ୍ (√) ଚିହ୍ନ ଦିଅ ।ଲଘୁ ହାଇ...

ଠିକ୍ ଉତ୍ତରରେ ଟିକ୍ (√) ଚିହ୍ନ ଦିଅ ।ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ଼କୁ ଲୁହାଗୁଣ୍ଡରେ ମିଶାଇଲେ କଣ ଘଟେ ?

A

ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।

B

କ୍ଲୋରିନ୍ ଗ୍ୟାସ୍ ଓ ଆଇରନ୍ ହାଇଦ୍ରିକସାଇଡ୍ ଉତ୍ପନ୍ନ ହୁଏ ।

C

କୌଣସି ରାସାୟନିକ ପ୍ରତିକ୍ରିୟା ଘଟେ ନାହିଁ ।

D

ଲୌହ ଲବଣ ଓ ଜଳ ଉତ୍ପନ୍ନ ହୁଏ ।

Text Solution

Verified by Experts

The correct Answer is:
A
Promotional Banner